ନୂଆଦିଲ୍ଲୀ: ନିର୍ମଳାଙ୍କ ସପ୍ତମ ବଜେଟରେ ମିଳିଲା ଆଶ୍ବସ୍ତି | କମିବା ସୁନା-ରୁପା ଦର | ସୁନା ରୁପା ଉପରେ କଷ୍ଟମ ଟାକ୍ସକୁ କମାଇଛନ୍ତି ସରକାର |
କ୍ୟାନ୍ସର ପରି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ୩ଟି ଔଷଧକୁ ବେସିକ କଷ୍ଟମ ଡିଉଟିରୁ ଛାଡ଼ କରାଯାଇଛି ବଜେଟରେ | ଏହି ପରିପ୍ରେକ୍ଷୀରେ ନିର୍ମଳା କହିଛନ୍ତି, ସୁନା ଏବଂ ରୁପା ଉପରେ ସୀମା ଶୁଳ୍କ ହ୍ରାସ କରାଯାଇଛି | ସୁନା ଓ ରୁପା ଉପରେ ଏହି ଶୁଳ୍କ ୬ ପ୍ରତିଶତ ରଖ ଯାଇଥିବାବେଳେ ପ୍ଳଟିନମ ଉପରେ ୬.୫ ପ୍ରତିଶତ ରହିବ |
ଶସ୍ତା ହେବ ସୁନା, ରୁପା ଆଉ ପ୍ଲାଟିନମ ଦର
