Site icon UTKAL PRATIDIN

ଆଖି ପିଛୁଳାକେ ଚାଲିଗଲା ୧୮ ଜୀବନ

nepal

ଆଜି କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ସମୟରେ ସୂର୍ଯ୍ୟା ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।ବିମାନରେ ୧୯ଜଣ ଯାତ୍ରୀ ଯାତ୍ରା କରୁଥିବା ସୂଚନା ମିଳିଛି ।ରିପୋର୍ଟ ଅନୁଯାୟୀ ୧୮ଟି ମୃତଦେହ ଉଦ୍ଧାର କରାଯିବ ସହ ଏହି ଘଟଣାର ତଦନ୍ତ ଜାରି ରହିଛି ।

Exit mobile version